ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’। ନ୍ୟୁୟର୍କରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’ ଆସି ଦିଲ୍ଲୀରେ ପହଞ୍ଚିଛି। ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଅମ୍ଲଜାନ ଯୋଗାଣ କରାଯାଉଥିଲେ ମଧ୍ୟ ‌ଦେଶର ବିଭିନ୍ନ କୋଣରେ କରୋନା ଆକ୍ରାନ୍ତ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରୁଥିବା ଦେଖାଯାଇଛି। ଶନିବାର ଦିଲ୍ଲୀର ଜୟପୁରରେ ଥିବା ଗୋଲଡେନ ହସ୍ପିଟାଲରେ ୨୦ଜଣ … Continue reading ଭାରତରେ ପହଞ୍ଚିଲା ଆମେରିକା ପଠାଇଥିବା ୩୧୮ଟି ‘ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌’